www.samajalive.in
Monday, December 8, 2025
27.1 C
Bhubaneswar

ମନ୍ତ୍ରୀ ପ୍ରତାପ ଜେନାଙ୍କ ଆରୋଗ୍ୟ କାମନା କରି ଦୀପ ଦାନ

ମାହାଙ୍ଗା: ମାହାଙ୍ଗା ବ୍ଲକ ନାହାଙ୍ଗ ପଂଚାୟତ ବିଜେଡି ପକ୍ଷରୁ ନାହାଙ୍ଗ ରାମେଶ୍ୱର ଶିବ ମନ୍ଦିର ଠାରେ ମାହାଙ୍ଗା ବିଧାୟକ ତଥା ପଂଚାୟତିରାଜ, ପାନୀୟଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ବଳନ କରାଯିବା ସହ ପୂଜାର୍ଚନା କରାଯାଇଛି। ନାହାଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି ନେତୃତ୍ୱରେ ନାହାଙ୍ଗ ସମିତି ସଭ୍ୟ ପ୍ରତିନଧି ଜତୀନଜୟ କୁଅଁର, ପଂଚାୟତ ବିଜେଡି ସଭାପତି ଜଳଧର ନାୟକ, ଶରତ ସେଠି, ବସନ୍ତ ସାମଲ, ଭାଗ୍ୟଧର ସାହୁ, ଶଙ୍କର୍ଷଣ ମହାନ୍ତି, ତ୍ରିଲୋଚନ ମହାନ୍ତି, ବିଜୟ ବାରିକ, ଦିଲ୍ଲୀପ ଦାସ, କୁଳମଣି ମଲ୍ଲ, ପ୍ରହଲ୍ଲାଦ ପଣ୍ଡା ବିଜୟ କୁଅଁର, ପ୍ରିୟବ୍ରତ ସିଂହ, ଭଜାଗୋବିନ୍ଦ ମିଶ୍ର, ଅଜୟ ନାୟକ, ଅରୁଣ ଦାସଭଜକୃଷ୍ଣ ମିଶ୍ର, ବିଷ୍ଣୁ ରାମ ପଣ୍ଡା, ପୁରସ୍ତମ ଦାଶ ପ୍ରମୁଖ ବହୁ ଆନୁଗତ୍ୟ ଉପସ୍ଥିତ ରହି ଦୀପଦାନ କରିବା ସହ ପୂଜାର୍ଚନା କରି ମନ୍ତ୍ରୀ କରୋନା ସଂକ୍ରମଣରୁ ଶୀଘ୍ର ଆରୋଗ୍ୟ ନିମନ୍ତେ ଭଗବାନଙ୍କ ନିକଟରେ ପାର୍ଥନା କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories