www.samajalive.in
Saturday, December 6, 2025
26.1 C
Bhubaneswar

ଅଭିଯୋଗକାରୀଙ୍କୁ ଫୋନ୍‌ରେ ଦୁର୍ବ୍ୟବହାର ଘଟଣା : ଏସ୍‌ଆଇ ବୁଧନାଥ ବେହେରା ନିଲମ୍ବିତ

ମାହାଙ୍ଗା : କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ବର ଥାନା ଏସଆଇ ବୁଧନାଥ ବେହେରାଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଭଦ୍ରେଶ୍ୱର ଅଞ୍ଚଳର ମନୋଜ କୁମାର ବେହେରାଙ୍କ ନାଁରେ ସେହି ଅଞ୍ଚଳର ନିଧି ବେହେରା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏସଆଇ ଜଣକ ମନୋଜ ବେହେରାକୁ ଥାନାକୁ ଆସିବାକୁ ଫୋନ୍ ମାଧ୍ୟମରେ ଡାକିବା ସମୟରେ ବିଭିନ୍ନ ପ୍ରକାର ଖରାପ ଶବ୍ଦ ବ୍ୟବହାର କରିଥିଲେ। ଏହି ଅଡିଓ କଲ ପ୍ରଘଟ ହେବା ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ସଂପୃକ୍ତ ଏସଆଇଙ୍କୁ ନିଲମ୍ବିତ କରିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories