www.samajalive.in
Sunday, November 16, 2025
15.1 C
Bhubaneswar

ମହାଦେବ ବେଟିଂ ଆପ ମାଲିକ ଦୁବାଇରେ ଗିରଫ, ଖୁବଶୀଘ୍ର ଭାରତକୁ ଆଣିବ ଇଡି

ସମାଜ ଡିଜିଟାଲ ଡେସ୍କ: ଭାରତରେ ଲୋକଙ୍କୁ ଶତାଧିକ କୋଟି ଟଙ୍କା ଲୁଟି ଦୁବାଇରେ ଅୟସ କରୁଥିଲା ମହାଦେବ ବେଟିଂ ଆପ ମାଲିକ ସୌରଭ ଚନ୍ଦ୍ରାକର। ସେଠାରେ ଦୁବାଇ ପୁଲିସ ସହାୟତାରେ ସୌରଭକୁ ଧରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ସୌରଭକୁ ଗିରଫ କରାଯାଇ ହାଜତରେ ରଖାଯାଇଛି। ସେଠାକାର ଆଇନ ଅନୁସାରେ ତା’କୁ କୋର୍ଟରେ ହାଜର କରି ସପ୍ତାହକ ମଧ୍ୟରେ ଇଡି ଭାରତ ଆଣି ଫେରିବ ବୋଲି ଜଣାପଡ଼ିଛି।

ମହାଦେବ ବେଟିଂ ଆପ୍‌ର ମାଷ୍ଟରମାଇଣ୍ଡ ହେଉଛି ସୌରଭ। ଡି କମ୍ପାନୀ ଅର୍ଥାତ ଦାଉଦ ଇବ୍ରାହିମ ସହିତ ତା’ର ସମ୍ପର୍କ ଥିବା ଜଣାପଡ଼ିଛି। ଦେଶର ଅନେକ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଇଡିରେ ବି ଠକେଇ ସମ୍ପର୍କିତ ମାମଲା ରୁଜୁ ହୋଇଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories