ଡେସ୍କ: ଆର୍ଜେଣ୍ଟିନାର ପ୍ରସିଦ୍ଧ ଫୁଟବଲ ଖେଳାଳି ଲିଓନେଲ ମେସି ଅଷ୍ଟମ ଥର ପାଇଁ ସମ୍ମାନଜନକ ବାଲନ୍ ଡି’ଓର ପୁରସ୍କାର ଜିତିଛନ୍ତି। ଫିଫା ବିଶ୍ୱକପ୍ରେ ଲିଓନେଲ ମେସି ଚମତ୍କାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି। ତାଙ୍କ ପ୍ରଚେଷ୍ଟାରେ ଆର୍ଜେଣ୍ଟିନା ୩୬ ବର୍ଷ ପରେ ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା। ମହିଳା ବର୍ଗରେ ସ୍ପେନର ଏଇତାନା ବୋନମାଟି ଏହି ପୁରସ୍କାର ଜିତିଛନ୍ତି।
Popular Categories



