www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଛତିଶିଗଡ-ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୨ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା

ବାଲେଶ୍ବର ଜିଲା ଜଳେଶ୍ବରରୁ ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

- Advertisement -

ସାକ୍ଷୀଗୋପାଳ ଓଭରବ୍ରିଜ୍ ପ୍ରତି ବିପଦ; ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ

ରାଜ୍ୟରେ ୬୨୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

୧୮ ବର୍ଷ ବୟସରୁ କମ୍‍ ୮୦ ଜଣ

ସଂଗରୋଧରୁ ୩୬୬ ଓ ସ୍ଥାନୀୟ ସଂକ୍ରମିତ ୨୫୯

ଅନୁଗୁଳ ଜିଲାରୁ ୧୮, ବାଲେଶ୍ୱର ୫୦, ବରଗଡ ୬, ଭଦ୍ରକ ୮ ଏବଂ କଟକ ଜିଲାରେ ୫୬ ଚିହ୍ନଟ

ଦେବଗଡରେ ୯, ଢେଙ୍କାନାଳ ୬, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୩୮, ଯାଜପୁର ୩୪ ଓ ଝାରସୁଗୁଡା ଜିଲାରେ ୩ ଚିହ୍ନଟ

କଳାହାଣ୍ଡିରେ ୩, କନ୍ଧମାଳ ୨, କେନ୍ଦ୍ରାପଡା ୯, କେନ୍ଦୁଝର ୧୮ ଓ ଖୋର୍ଦ୍ଧାରେ ୨୧୪ ଜଣ ଚିହ୍ନଟ

କୋରାପୁଟରେ ୧୧, ମାଲକାନଗିରି ୧, ମୟୁରଭଞ୍ଜ ୭, ନୟାଗଡ ୧୦, ନୂଆପଡା ୧, ପୁରୀ ୨୯, ରାୟଗଡା ୧୨, ସମ୍ବଲପୁର ୧୮, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ

ସଂପ୍ରତି ୮୪୪୩ ସକ୍ରିୟ ସଂକ୍ରମିତ ରହିଛନ୍ତି

ରାଜ୍ୟରେ ଆଉ ୬୭ କରୋନା ରୋଗୀଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୨୦ ଜଣ

ଜଗତସିଂହପୁର ଜିଲାରେ ୧୪ ଓ ଢେଙ୍କାନାଳରେ ୮ ଜଣଙ୍କର ମୃତ୍ୟୁ

ଯାଜପୁର ଜିଲାରେ ୬ ଜଣ, ବାଲେଶ୍ୱରରେ ୫, ଅନୁଗୁଳ ଓ କେନ୍ଦ୍ରାପଡାରେ ୩ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ

ଭଦ୍ରକ ଓ ମୟୁରଭଞ୍ଜରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

କେନ୍ଦୁଝର, ନବରଙ୍ଗପୁର, ପୁରୀ, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୪୨୬କୁ ବୃଦ୍ଧି

ଜାମ୍ମୁ କାଶ୍ମୀରର ସୋପୋରରେ ଆତଙ୍କି ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି; ଆତଙ୍କି ଲୁଚିଥିବା ସ୍ଥାନକୁ ଘେରିଛନ୍ତି ଯବାନ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ; ଏତଲା ଦାଏର ସହ ନାସିକ ପୁଲିସ ପକ୍ଷରୁ ଗିରଫ ପରୱାନା ଜାରି

ଦେଶରେ ଚିହ୍ନଟ ହେଲେ ଆଉ ୨୫,୪୬୭ କରୋନା ଆକ୍ରାନ୍ତ

ତାଲିବାନକୁ ଆର୍ଥିକ ସହାୟତା ଯୋଗାଇବ ଚୀନ

ଓଡ଼ିଶା ପୁଲିସର ଜରୁରିକାଳୀନ ସହାୟତା ନମ୍ବର ୧୧୨

ଏଣିକି ଜନସାଧାରଣ ୧୧୨ ନମ୍ବରକୁ ଡାଏଲ କରି ଜରୁରି ସମୟରେ ପୁଲିସର ସହାୟତା ଲୋଡିପାରିବେ

ଆଜିଠାରୁ ଟୋକିଓ ପାରାଲିମ୍ପିକ୍‌ସ

ଭଦ୍ରକ ସି ଡି ପି ଓ କାର୍ୟ୍ୟାଳୟର ସୁପର ଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories