www.samajalive.in
Sunday, December 7, 2025
16.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ; ଜିଲ୍ଲାପାଳ, ଏସପି, ସିଡିଏମଓ ଏବଂ ନୀତି ଓ ପ୍ରଶାସକ ରହିବେ ଉପସ୍ଥିତ

ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ; କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ, କୋଭିଡ ଗାଇଡଲାଇନ ଅନୁଯାୟୀ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ

- Advertisement -

ମଧ୍ୟପ୍ରଦେଶରେ ବନ୍ୟା ସ୍ଥିତି ଗମ୍ଭୀର; ଗ୍ୱାଲିୟର-ଚମ୍ବଲରେ ୨୦୦ ଗାଁ ଜଳମଗ୍ନ

ଭାରତୀୟ ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ କାଂସ୍ୟ ପଦକ

କାଶ୍ମୀର ବିବାଦକୁ ମିଳୁଛି ପାକିସ୍ତାନି ପ୍ରୋତ୍ସାହନ ;ବିଶ୍ୱବ୍ୟାପୀ ଭାରତକୁ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର

ଟୋକିଓ ଅଲିମ୍ପିକ୍ସ : ସେମିରେ ହାରିଲେ ମହିଳା ବକ୍ସର ଲଭଲିନା ; ୬୯ କେଜି ବର୍ଗ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରିଲେ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ,  ରାଜ୍ୟରେ କରୋନା ମୃତ୍ୟୁ ୬୧୬୮

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୬୨ ଏବଂ ସ୍ଥାନୀୟ ସଂକ୍ରମିତ ୫୫୩

ରାଜ୍ୟରେ ଦିନକ ମଧ୍ୟରେ ୧୭୦୨ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୧୩୮୭୨ ସକ୍ରିୟ ସଂକ୍ରମିତ

ଆଜିଠୁ ତିନିଦିନ ବର୍ଷା, ୧୩ ଜିଲାକୁ ସତର୍କ ସୂଚନା

ଦେଶରେ ଦୈନିକ ସଂକ୍ରମଣରେ ପୁନଃ ବୃଦ୍ଧି ; ଗତ ୨୪ ଘଣ୍ଟାରେ ୪୨,୬୨୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ଦିନକ ମଧ୍ୟରେ ୩୬,୬୬୮ କରୋନା ରୋଗୀ ସୁସ୍ଥ

ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୭%

ଏପର୍ୟ୍ୟନ୍ତ ଦେଶରେ ମୋଟ ୩,୦୯,୩୩,୦୨୨ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୧୦,୩୫୩ ଜଣ ସକ୍ରିୟ ସଂକ୍ରମିତ

ଦେଶରେ ଦୈନିକ ସଂକ୍ରମଣ ସ୍ତର ୨.୩୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% 

ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୭.୩୧ କୋଟି କୋଭିଡ ନମୁନା ପରୀକ୍ଷା ; ସେହି ସମୟ ସୁଦ୍ଧା ଦେଶରେ ମୋଟ ୪୮.୫୨ କୋଟି ପାନ ଟିକା ଦିଆଯାଇସାରିଥିବା ଜଣାଯାଇଛି

ଆଫଗାନ ପ୍ରତିରକ୍ଷା ମନ୍ତୀଙ୍କ ବାସଭବନ ନିକଟରେ ଶକ୍ତିଶାଳୀ କାରବୋମା ବିସ୍ଫୋରଣ

ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ଦାବି

ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ମନସୁଖ ହିରନଙ୍କୁ ହତ୍ୟା ପାଇଁ ଦିଆଯାଇଥିବା ୪୫ ଲକ୍ଷ ଟଙ୍କା

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍

ଲଟେରି ବଞ୍ଚାଇଲା ଜୀବନ, ମିଳିଲା ୧୬ କୋଟିର ମାଗଣା ଇଞ୍ଜେକ୍ସନ

ଅଲିମ୍ପିକ୍‌ସ ପଦକ ବିଜୟିନୀ ସିନ୍ଧୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories