www.samajalive.in
Tuesday, December 9, 2025
16.1 C
Bhubaneswar

ଝାରସୁଗୁଡା ଜିଲାର ଦ୍ଵିତୀୟ କରୋନା ପଜିଟିଭଙ୍କ ସୁନ୍ଦରଗଡ ଲିଙ୍କ

ଝାରସୁଗୁଡା : ଝାରସୁଗୁଡା ଜିଲାରେ  ଦ୍ଵିତୀୟ କରୋନା ପଜିଟିଭଙ୍କ ସୁନ୍ଦରଗଡ ଲିଙ୍କ ରହିଛି ।  ଝାରସୁଗୁଡା ଜିଲ୍ଲାପାଳଙ୍କ ସୂଚନା ଅନୁସାରେ,  ଝାରସୁଗୁଡାରେ ୨ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ୨ୟ ଆକ୍ରାନ୍ତ ଜଣେ ୪୦ ବର୍ଷୀୟା ମହିଳା ହୋଇଥିଲା ବେଳେ ସେ ଗତ ଅପ୍ରେଲ ମାସ ୨୧ତାରିଖରେ ସୁନ୍ଦରଗଡ଼ ଜିଲାରେ ଥିବା ନିଜ ସମ୍ପର୍କିତ ଝିଆରୀର ପ୍ରସବ ସକାଶେ ଯାଇ ୨୬ ତାରିଖରେ ଝାରସୁଗୁଡା ଜିଲ୍ଲାକୁ ଫେରିଥିଲେ। ସେହିଦିନ ଠାରୁ ମହିଳା ଜଣକ ନିଜ ଘରେ କ୍ବାରେଣ୍ଟାଇନରେ ଥିଲେ। ତାଙ୍କ ସ୍ୱାବ ନମୁନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ପାଇଁ ପଠାଯାଇଥିଲା। ମହିଳା ଜଣକ ହେଉଛନ୍ତି ଝାରସୁଗୁଡା ଜିଲା ଲଖନପୁର ବ୍ଲାକ କୁଡ଼ାଲୋଏ ପଞ୍ଚାୟତର ଦହଲଡେରା ଗ୍ରାମର । ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେ ଅଞ୍ଚଳର ଆଖପାଖ ଅଞ୍ଚଳରେ ପୁଲିସର କଡା ପହରା ଆରମ୍ଭ ହୋଇଛି ବୋଲି ଜିଲାପାଳ ସରୋଜସାମଲ କହିଛନ୍ତି ।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories