nua o banner

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବାସଭବନ ଘେରିଲେ ଛାତ୍ରୀ

BSKY banner  750×100

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ବାସଭବନ ଘେରିଲେ ଛାତ୍ରୀ । କୁଳପତିଙ୍କ ବାସଭବନ ଘେରାଉ କରିବା ସହ ଛାତ୍ରୀମାନେ ଧାରଣାରେ ବସିଲେ । ଏକ ନମ୍ବର ଲେଡିଜ ହଷ୍ଟେଲର ବିଭିନ୍ନ ସମସ୍ୟା ନେଇ ଛାତ୍ରୀମାନେ ଏହି ଘେରାଉ କରିଥିବା ସୂଚନା ମିଳିଛି ।

Comments are closed.