www.samajalive.in
Saturday, December 6, 2025
26.1 C
Bhubaneswar

ସ୍ବାଧୀନ ଭାବେ ଲଢିବେ ଖାରବେଳ ସ୍ବାଇଁ

ଭୁବନେଶ୍ବର : ସ୍ବାଧୀନ ଭାବେ ବାଲେଶ୍ବରରୁ ଲୋକସଭା ନିର୍ବାଚନ ଲଢିବେ ଖାରବେଳ ସ୍ବାଇଁ । ପ୍ରତାପଙ୍କୁ ଦଳୀୟ ଟିକେଟ ପରେ ଅସନ୍ତୁଷ୍ଟ ଥିବା ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ସ୍ବାଧୀନ ଭାବେ ଲଢିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଟିକେଟ ପାଇଁ ଆଶାୟୀ ଥିଲେ । କିନ୍ତୁ ପ୍ରତାପ ଷଡଙ୍ଗୀଙ୍କୁ ଟିକେଟ୍ ମିଳିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । କହିରଖୁଛୁ ବର୍ତ୍ତମାନ ସେ ବିଜେପିରେ ଅଛନ୍ତି । ପୂର୍ବରୁ ସେ କହିଥିଲେ କି ସେ ଦଳରେ ଅଛନ୍ତି ଏବଂ ରହିବେ । ସ୍ବାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ବିଜୟ ଲାଭ କରିବା ପରେ ପୁଣି ବିଜେପିରେ ମିଶିବାକୁ ଦରଖାସ୍ତ ଦେବେ ।

କଂଗ୍ରେସର ନାମାଙ୍କନପତ୍ର ଦାଖଲ

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories