କଂଗ୍ରେସର ନାମାଙ୍କନପତ୍ର ଦାଖଲ

ସମ୍ବଲପୁର : ସମ୍ବଲପୁର ଲୋକସଭା ଓ ରେଙ୍ଗାଲି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମାନେ ଶୁକ୍ରବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମ୍ବଲପୁର ବାଲିବନ୍ଧା ନିକଟରୁ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ତଥା ନିଜର ସମର୍ଥକଙ୍କ ଗହଣରେ ସମ୍ବଲପୁର କଂଗ୍ରେସ ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଓ ରେଙ୍ଗାଲି ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦିଲିପ ଦୂରିଆ ଜିଲାପାଳଙ୍କୁ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ପ୍ରଦାନ କରିଛନ୍ତି। ଲୋକସଭା ପ୍ରାର୍ଥୀ ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରେ ଓ ବିଧାନସଭା … Continue reading କଂଗ୍ରେସର ନାମାଙ୍କନପତ୍ର ଦାଖଲ