www.samajalive.in
Friday, December 12, 2025
17.1 C
Bhubaneswar

କରାଚୀ ବନ୍ଦରକୁ ନଷ୍ଟଭ୍ରଷ୍ଟ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ – ଏବେ ପାକିସ୍ତାନ ଚାରିପଟୁ ଆକ୍ରମଣର ଶିକାର ହେଉଛି । ଭାରତ ଉପରେ ଆକ୍ରମଣ କରିବାର ଦୁଃସାହାସ କରିବା ପରେ ଏବେ ପାକିସ୍ତାନ ତାହାର ପରିଣାମ ଭୋଗୁଛି । ମେ ୮ ତାରିଖରେ କରାଚୀରେ ଡ୍ରୋନ ଆକ୍ରମଣ ହୋଇଥିଲା । ଏହାପରେ ରାତିରେ ପାକିସ୍ତାନ ଭାରତ ଉତ୍ତର ଏବଂ ପଶ୍ଚିମାଞ୍ଚଳରେ ଆକାଶ ପଥରେ ବିମାନ ତଥା କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା । ଜମ୍ମୁ, ପଞ୍ଜାବ ଏବଂ ରାଜସ୍ଥାନରେ ଆକ୍ରମଣ ହୋଇଥିଲା । ଭାରତ ପାକିସ୍ତାନର ତିନୋଟି ଯୁଦ୍ଧ ବିମାନ ନଷ୍ଟ କରିବା ସହ ମିସାଇଲ୍‌କୁ ଆକାଶରେ ନଷ୍ଟ କରିଥିଲା । ଭାରତୀୟ ନୌସେନା ପାକିସ୍ତାନ ଉପରେ ଆକ୍ରମଣ କରିଛି । କରାଚୀ ବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଥିବା ସୂଚନା ମିଳିଛି ।

 

- Advertisement -

ଏହା ଆକ୍ରମଣରେ ଭାରତୀୟ ନୌସେନାର ବିମାନବାହୀ ଯୁଦ୍ଧପୋତ, ବିଧ୍ୱସଂକ, ବୁଡାଜାହାଜ ସାମିଲ ଥିବା କଥା ଜଣା ପଡିଛି । ଭାରତ ଉପରେ ହୋଇଥିବା ଆକ୍ରମଣର ଦୃଢ ଜବାବ ଦିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟ ଶଙ୍କର କହିଛନ୍ତି । ଏହା ସହ ସେ ୟୁରୋପୀୟ ୟୁନିୟନ ଏବଂ ଅନ୍ୟ ଦେଶ ସହ ଯୁଦ୍ଧ ବିଷୟରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି ।

ପହଲଗାମ ଆକ୍ରମଣର ଦୃଢ ଜବାବ ଦେଇଛି ଭାରତ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories