www.samajalive.in
Thursday, December 11, 2025
16.1 C
Bhubaneswar

କଣ୍ଟାବାଞ୍ଜି ପୋଲିସର ସ୍କୁଟି ପାଟ୍ରୋଲିଂ ଶୁଭାରମ୍ଭ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ସ୍କଟି ପାଟ୍ରୋଲିଂର ଶୁଭାରମ୍ଭ । ଗୁରୁବାର କଂଟାବାଞ୍ଜି ପୋଲିସ ପକ୍ଷରୁ ସ୍କଟି ପେଟ୍ରୋଲିଂର ଶୁଭାରମ୍ଭ ହୋଇଥିଲା । କଣ୍ଟାବାଞ୍ଜି ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ ପୋଲିସ ଅଫିସର, ଏପିଆର ଫୋର୍ସ, ହୋମଗାର୍ଡଙ୍କୁ ନେଇ ଏକ ମଗଡ୍ରିଲ କରାଯାଇଥିଲା । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସହରର ଗଳିକନ୍ଦିରେ ସ୍କୁଟିରେ ପେଟ୍ରୋଲିଂ ଆରମ୍ଭ କରିଥିବା ବେଳେ ଦୁଇଟି ମୋବାଇଲ ଭେନ୍ ସହରସାରା ବୁଲି ବିଭିନ୍ନ ଜାଗାରେ ଟ୍ରାଫିକ ଜାମ ସମସ୍ୟା ସହ ଅଣସାମାଜିକ ବ୍ୟକ୍ତିମାନଙ୍କ ଉପରେ ନଜର ରଖିଥିଲେ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories