କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଖୁଟଲୁମୁଣ୍ଡା ଠାରେଜିଲ୍ଲା ଭାଜପା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାଜପା ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ। ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଲକ୍ଷ୍ମଣ ବାଗ, ଜଗନ୍ନାଥ ନାଗ ସରପଞ୍ଚ ବୁରୋମାଲ ଗ୍ରାପ ତଥା ଏସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବସ୍ୱ ବେହେରା, ସମ୍ପାଦକ ଅଜୟ ଶର୍ମା, ତୁରେକେଲା ବ୍ଲକ ଉପାଧ୍ୟକ୍ଷା ଧନମତି ଖୁରା ପ୍ରଫୁଲ ବାଗ, ସରପଞ୍ଚ ହିଆଲ ଗ୍ରା. ପ, ପପି ସୁନା, ଜ୍ଞାନରଞ୍ଜନ ତାଣ୍ଡି ସରପଞ୍ଚ ଚଟୁଅନକା ଗ୍ରାପ, ମାୟା ତାଣ୍ଡି ଏ. ସି ମୋର୍ଚ୍ଚା ସଭାପତି ଧାମନଡଙ୍ଗା ମଣ୍ଡଳ ତଥା ସରପଞ୍ଚଙ୍କ ପ୍ରତିନୀଧି ଖଗସା, ତୁରେକେଲା ମଣ୍ଡଳ, ଯୁଧିଷ୍ଠିର ଜାଲ ସଭାପତି ଧାମାନଡଙ୍ଗା ମଣ୍ଡଳ, ବେଦବ୍ୟାସ ନାଗ ନଗର ମଣ୍ଡଳ ସଭାପତି, ସୁଦର୍ଶନ କଟା ସାଂସଦ ପ୍ରତିନିଧୀଙ୍କ ସହିତ ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।
Popular Categories



