କନ୍ଧମାଳ ନାବାଳିକା ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଚାରି ଗିରଫ

0

ଖଜୁରୀପଡା : ବୌଦ୍ଧ ଜିଲା ବୌଶୁଣୀ ନିକଟରୁ କନ୍ଧମାଳ ନାବାଳିକା ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜୟ ଚନ୍ଦ୍ର ମାଲିଆକୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁୁ ପୁଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନେହେଲେ, ଅନନ୍ତ ମୁଖି, ପୃଥିବୀରାଜ ମାଲିଆ, ଝୁନୁଲତା ଭୋଇ। ସମସ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

Leave A Reply