www.samajalive.in
Sunday, December 7, 2025
16.1 C
Bhubaneswar

ହକି ଇଣ୍ଡିଆ ଲିଗ୍‌ ନିଲାମୀ: ହରମନପ୍ରୀତ ସବୁଠୁ ଦାମୀ ଖେଳାଳି, ୪୮ ଲକ୍ଷରେ ଅମିତ ରୋହିଦାସଙ୍କୁ ନେଲା ତାମିଲନାଡୁ ଡ୍ରାଗନ୍‌ସ

ସମାଜ ଡିଜିଟାଲ ଡେସ୍କ: ହକି ଇଣ୍ଡିଆ ନିଲାମୀରେ ସବୁଠୁ ଦାମୀ ଖେଳାଳି ଭାବେ ନିଲାମ ହୋଇଛନ୍ତି ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ। ହରମନପ୍ରୀତଙ୍କୁ ୭୮ ଲକ୍ଷରେ କିଣିଛି ସୁର୍‌ମା ହକି କ୍ଲବ। ସେ ୨୦୫ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୩୪ ଗୋଲ ସ୍କୋର କରିଛନ୍ତି।

୨ୟ ଦାମୀ ଖେଳାଳି ହେଉଛନ୍ତି ସଞ୍ଜୟ ନୈନ। ସଞ୍ଜୟଙ୍କୁ ୭୨ ଲକ୍ଷରେ କିଣିଛି ବେଙ୍ଗଲ ଟାଇଗର୍ସ। ସେହିପରି ଉପଅଧିନାୟକ ହାର୍ଦ୍ଦିକ ସିଂହଙ୍କୁ ୭୦ ଲକ୍ଷରେ ନେଇଛି ୟୁପି ରୁଦ୍ରସ୍‌। ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୪୮ ଲକ୍ଷରେ ନେଇଛି ତାମିଲନାଡୁ ଡ୍ରାଗନ୍ସ। ମିଡ୍‌ ଫିଲ୍ଡର ସଞ୍ଜୟଙ୍କୁ କଳିଙ୍ଗ ଲାନସର୍ସ ୩୮ ଲକ୍ଷରେ କିଣିଥିବାବେଳେ ଶମଶେର ସିଂହଙ୍କୁ ଦିଲ୍ଲୀ ଏସଜି ପାଇପର୍ସ ୪୨ ଲକ୍ଷରେ ନେଇଛି। ଆଗାମୀ ଡିସେମ୍ବର ୨୮ରୁ ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଖେଳାଯିବ ହକି ଇଣ୍ଡିଆ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories