କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଲକ୍ଷ୍ମୀପୁର ଗାଁରେ ଡାଇରିଆ ସଂକ୍ରମଣ ହୋଇଛି। ଗାଁର ପ୍ରାୟ୧୫ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ଲକ୍ଷ୍ମୀପୁର ଗାଁରେ ଡାଇରିଆ ଆତଙ୍କ ନେଇ ଖବର ପାଇ ଡାକ୍ତରୀଦଳ ଆସି ଚିକିତ୍ସା କରିଥିଲେ। ଗୁରୁତର ମହିଳା ପ୍ରେମଶୀଲା ସାହୁଙ୍କୁ ନିକଟସ୍ଥ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
କଳାହାଣ୍ଡିରେ ପୁଣି ଡାଇରିଆ ଆତଙ୍କ, ଜଣେ ମୃତ
Popular Categories



