www.samajalive.in
Friday, December 12, 2025
19.1 C
Bhubaneswar

ସର୍ବଭାରତୀୟ ପୁଲିସ କ୍ରୀଡ଼ା : ଭାରୋତ୍ତୋଳନରେ ରବି କୁମାରଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର : ରାଜସ୍ଥାନ ପୁଲିସ ଆନୁକୂଲ୍ୟରେ ଜୟପୁରଠାରେ ଚାଲିଥିବା ୬୭ତମ ସର୍ବଭାରତୀୟ ପୁଲିସ କ୍ଲଷ୍ଟର କୁସ୍ତି ପ୍ରତିଯୋଗିତା-୨୦୧୯ରେ ଡିଏସ୍‌ପି କାଟୁଲ ରବି କୁମାର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବି କୁମାର ୮୯ କିଗ୍ରା ଭାରୋତ୍ତୋଳନ ବର୍ଗରେ ମୋଟ ୩୦୭ କିଗ୍ରା ଉତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ସେ ସ୍ନାଚ୍‌ରେ ୧୪୨କିଗ୍ରା ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୬୫ କିଗ୍ରା ଉତ୍ତୋଳନ କରିଥିଲେ। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡ଼େମୀରେ ପ୍ରଶିକ୍ଷଣ ହାସଲ କରୁଥିବା ଡିଏସ୍‌ପି ରବି କୁମାରଙ୍କୁ ଏହି ସଫଳତା ଲାଗି ରାଜ୍ୟ ପୁଲିସ ମହାନିର୍ଦେଶକ ଡ. ରଜେନ୍ଦ୍ର ପ୍ରସାଦ ଶର୍ମା ଶୁଭେଚ୍ଛା ଜଣାଇଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories