ପୁରୀ : ଆସନ୍ତାକାଲି ଅର୍ଥାତ୍ ଗୁରୁବାର ସନ୍ଧ୍ୟା ୭ଟାରୁ ଶ୍ରୀଗୁଣ୍ଡଚା ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉଙ୍କ ବାହୁଡା ନୀତିକାନ୍ତି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । ପୁରୀ ଏସପି ଡାକ୍ତର ଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି । ଏହା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ପାଇଁ ୪୦ରୁ ୪୫ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ ବୋଲି ଏସପି କହିଛନ୍ତି ।
ଗୁରୁବାର ସନ୍ଧ୍ୟା ୭ଟାରୁ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ
Popular Categories



