www.samajalive.in
Monday, December 8, 2025
14.1 C
Bhubaneswar

କୋଭିଡ୍‍ ମୁକାବିଲାରେ ରେଳବାଇ : ୧୭ଟି ରେଳ ଷ୍ଟେସନରେ ଆଇସୋଲେସନ୍‍ କୋଚ

ନୂଆଦିଲ୍ଲୀ : କୋଭିଡ୍‍ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟରେ ୧୭ଟି ରେଳ ଷ୍ଟେସନରେ ଆଇସୋଲେସନ୍‍ କୋଚ ପ୍ରତିଷ୍ଠା କରାଯାଇଛି। ରେଳ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ସୁଦ୍ଧା ରେଳବାଇ ବିଭିନ୍ନ ରାଜ୍ୟକୁ ୨୯୮ଟି କୋଚ୍‍ ଦେଇସାରିଛି। ସେଗୁଡ଼ିକରେ ୪ହଜାର ୭୦୦ ଶଯ୍ୟା ରହିଛି।

ରେଳବାଇ ପ୍ରତ୍ୟେକ କୋଚରେ ୨ଟି ଲେକାଏଁ ଅକ୍ସିଜେନ୍‍ ସିଲିଣ୍ଡର ଓ ନିଆଁ ଲିଭା ଯନ୍ତ୍ରମାନ ରଖିଛି। କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ସେଗୁଡ଼ିକର ବ୍ୟବହାର କରାଯାଇ ପାରିବ। ରେଳବାଇ ଦିଲ୍ଲୀରେ ୭୫ଟି କୋଭିଡ୍‍ କେୟାର୍‍ କୋଚ୍‍ ମୁତୟନ କରିଥିବା ବେଳେ ମହାରାଷ୍ଟ୍ରରେ ୬୦ଟି, ଉତ୍ତରପ୍ରଦେଶରେ ୫୦ଟି, ମଧ୍ୟପ୍ରଦେଶରେ ୪୨ଟି, ଆସାମର ଗୌହାଟୀରେ ୨୦ଟି ଓ ସିଲଚର୍‍ ନିକଟସ୍ଥ ବଦରପୁରରେ ୨୦ଟି ଆଇସୋଲେସନ୍‍ କୋଚ୍‍ ମୁତୟନ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories