କେନ୍ଦୁଝର: ଇଣ୍ଟରଭ୍ୟୁ ବେଳେ ଜଣେ ମହିଳା ପୁଲିସ୍ କନଷ୍ଟେବଲ୍ ଗୁରୁତର ହୋଇ ପଡିଥିବା ଅଭିଯୋଗ ହୋଇଛି । ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଗୁରୁତର କନଷ୍ଟେବଲ୍ ଜଣଙ୍କ ହେଉଛନ୍ତି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଜଙ୍ଗିରା ଗାଁର ଦମୟନ୍ତୀ ବେହେରା। ସୂଚନାଯୋଗ୍ୟ, ଗତକାଲି କଟକ ବଡ଼ମ୍ବା ନରସିଂହପୁରର ରମେଶ ପ୍ରଧାନ କଟକ ଓଏଏସ୍ଏପି ବାଟାଲିୟନ୍ରେ ଦୌଡ଼ ପ୍ରତିଯୋଗିତା ବେଳେ ଅସୁସ୍ଥ ହୋଇ ପଡିଥିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
Popular Categories



