www.samajalive.in
Sunday, December 7, 2025
14.1 C
Bhubaneswar

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ବ୍ୟାଟିଂ କରୁଛି ବାଂଲାଦେଶ

କାନପୁର: ଆଜିଠାରୁ ବାଂଲାଦେଶ ବିପକ୍ଷରେ ଘରୋଇ ଭାରତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌‌ ଖେଳାଯାଉଛି। ଟସ୍‌‌ ଜିତି ବୋଲିଂ କରିବାକୁ ରୋହିତ ବାହିନୀ ନିଷ୍ପତ୍ତି ନେବା ପରେ ବାଂଲାଦେଶ ଟିମ୍‌‌ ବ୍ୟାଟିଂ କରୁଛନ୍ତି। ୨ଟି ୱିକେଟ ହରାଇ ବାଂଲାଦେଶ ଟିମ୍‌‌ ୭୦ରନ କରିଛି। ସିରିଜର ପ୍ରଥମ ଟେଷ୍ଟକୁ ବଡ ବ୍ୟବଧାନରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ୨ୟ ଟେଷ୍ଟ ଜିତିଲେ କିମ୍ବା ମ୍ୟାଚ୍‌‌ ଡ୍ର ରହିଲେ ଭାରତ ଘରୋଇ ମାଟିରେ କ୍ରମାଗତ ୧୮ଟି ଟେଷ୍ଟ ଶୃଙ୍ଖଳା ଜିତିପାରିବ। ବାଂଲାଦେଶର ପ୍ରଦର୍ଶନ ପ୍ରଥମ ଟେଷ୍ଟରେ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିବାରୁ ଏଥର ଦଳ ପୁରା ଫର୍ମରେ ପଡ଼ିଆକୁ ଓହ୍ଲାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories