www.samajalive.in
Saturday, December 6, 2025
26.1 C
Bhubaneswar

ହୋଣ୍ଡା ଆକ୍ଟିଭା ବିକ୍ରି ୨କୋଟି ମାଇଲଖୁଣ୍ଟ ଟପିଲା

ଭୁବନେଶ୍ୱର : ହୋଣ୍ଡା ମୋଟର ସାଇକଲ୍‍ ଆଣ୍ଡ୍‍ ସ୍କୁଟର ଇଣ୍ଡିଆର ସବୁଠୁ ଲୋକପ୍ରିୟ ସ୍କୁଟର ଆକ୍ଟିଭା ବିକ୍ରି ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ଉତ୍ସବ ଋତୁର ମଧ୍ୟ ଭାଗରେ କମ୍ପାନୀ ଏହି ସଫଳତା ହାସଲ କରିଛି ଯାହାକୁ ନେଇ ହୋଣ୍ଡା ଅତ୍ୟନ୍ତ ଉଲ୍ଲସିତ। ପ୍ରଥମ ଏକ କୋଟି ଆକ୍ଟିଭା ବିକ୍ରି କରିବାକୁ ହୋଣ୍ଡାକୁ ୧୫ ବର୍ଷ ସମୟ ଲାଗିଥିବାବଳେ ଆଉ ଏକ କୋଟି ଆକ୍ଟିଭା ମାତ୍ର ତିନି ବର୍ଷ ଭିତରେ ବିକ୍ରି ହୋଇଛି। ହୋଣ୍ଡା ମୋଟରସାଇକଲ୍‍ ଆଣ୍ଡ୍‍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‍ ଲିମିଟେଡ୍‍ର ସଭାପତି ତଥା ସିଇଓ ମିନୁରୋ କାଟୋ ଏହି ସଫଳତା ସମ୍ପର୍କରେ ଘୋଷଣା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆମେ ବହୁତ ଖୁସି ଯେ ଆକ୍ଟିଭା ୨ କୋଟି ଆମେ ଆମର ଗ୍ରାହକଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories