www.samajalive.in
Wednesday, December 10, 2025
26.1 C
Bhubaneswar

ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଆଫଗାନିସ୍ତାନ ୧୨ ମୃତ

କାବୁଲ . – ଆଫଗାନିସ୍ତାନ ବଲ୍‌ଖ୍‌ ପ୍ରଦେଶରେ  ସେନାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହେଲିକାପ୍ଟରେ ସେନାର ଯୁଦ୍ଧ ସାମଗ୍ରୀ ସହ ୧୪ ଜଣ ଯାତ୍ରା କରୁଥିଲେ । ଏଥିରେ ଆଫଗାନିସ୍ତାନ ସେନାର ୧୧ ଜଣ ଜବାନଙ୍କ ସହ ମୋଟ୍‌ ୧୪ ଜଣ ଯାତ୍ରୀଥିଲେ ।

ମୋଲଡୋଭନ୍‌ କମ୍ପାନୀରେ ଏହି  କମ୍ପାନୀରେ ୟୁକ୍ରେନର ଦୁଇଜଣ ପାଇଲଟ୍‌ ଥିଲେ ।  ଆଶ୍ଚର୍ଯ୍ୟ ଜନକ ଭାବେ ୟୁକ୍ରେନର ଆଉଜଣେ ଚାଳକ ଦଳର ସଦସ୍ୟ ବଞ୍ଚିଯାଇଛନ୍ତି । ଆଫଗାନିସ୍ତାନ ସେନା ଏହି ଦୁର୍ଘଟଣା ଓ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହେଲିକାପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories