ବଡ ଖବର
# ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କଲା ଇଡ଼ି; ଶିବକୁମାରଙ୍କର ଅଛି ୩୧୭ଟି ବ୍ୟାଙ୍କ ଆକାଉଣ୍ଟ
# ଆୟକର ଦାତାଙ୍କୁ ଆଶ୍ବସ୍ତି – ଆଉ ଯିବାକୁ ହେବନି ଆୟକର କାର୍ଯ୍ୟାଳୟ
# ସ୍ମାର୍ଟ ସିଟି ଘରେ ଘରେ ଲାଗିବ ଡିଜିଟାଲ ଡୋର ସିଷ୍ଟମ
ଆଞ୍ଚଳିକ
# ରାଜ୍ୟର ସମସ୍ତ +୩ କଲେଜର ଣ୍ରେଣୀ ଗୃହରେ ଲାଗିବ ସିସିଟିଭି – ସମସ୍ତ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ
# ସ୍ମାର୍ଟ ସିଟି ଘରେ ଘରେ ଡିଜିଟାଲ ଡୋର ସିଷ୍ଟମ ଅର୍ଥାତ ଘର ନମ୍ବର ପରିବର୍ତ୍ତେ ବ୍ୟବହାର ହେବ ଆଧୁନିକ ଡିଜିଟାଲ ନମ୍ବର
# ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ
# ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୧୬ ଜଣଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର – ୫ ପ୍ରଧାନ ଶିକ୍ଷକ, ୪ ଇଞ୍ଜିନିୟର, ୨ ରାଜସ୍ୱ ଅଧିକାରୀ, ୧ ଫାର୍ମାସିଷ୍ଟ, ୧ ଅମୀନ, ୧ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ୨ କିରାଣୀ
# ଠିକ୍ ଭାବେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ କରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ କଲେ ମାଲକାନଗିରି ନାୟକଗୁଡ଼ା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ
# ଗାଡି କାଗଜ ପତ୍ର କାମ ପାଇଁ ଭୁବନେଶ୍ଵରରେ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲାଯିବ
# କାେଣାର୍କ ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ, କେବଳ କେମିକାଲ ଟ୍ରିଟମେଣ୍ଟ ହେବ – ଆମିକସ୍ କ୍ୟୁରି
# ଟୀକା ନେବାପରେ ରାଉରକେଲା ସେକ୍ଟର ୬ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ – ତଦନ୍ତକାରୀ ଟିମ ଗଠିତ
# ଇମ୍ଫା – ଏନ୍ଆଇଟି ରାଉରକେଲା ଅନୁବନ୍ଧିତ – ‘ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍ ମେଡାଲ’ରେ ଏନ୍ଆଇଟି ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ସମ୍ମାନିତ କରିବ ଇମ୍ଫା
# ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା – କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୂର ଓ ନୂଆପଡ଼ାକୁ ସତର୍କ ସୂଚନା
# ଆସନ୍ତା ୨୭ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ – ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ
# ବିଧାନସଭାରେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ଭଲ ବ୍ୟବହାର ଓ ସରଳ ଜୀବନ ଯାପନ ପାଇଁ ବିଧାୟକଙ୍କୁ ପରାମର୍ଶ ଦେଲେ ନବୀନ
# ମାଲକାନଗିରିରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ଅଭିଯୋଗ ହୋଇଛି – ଅଣ୍ଡା ଭିତରୁ ବାହାରିଲା ପ୍ଲାଷ୍ଟିକ୍ ଆବରଣ
# ଢେଙ୍କାନାଳ ଖଡ଼ଗପ୍ରସାଦ ଘାଟରେ ଡଙ୍ଗା ବୁଡ଼ି ଘଟଣା – ସାତ ଦିନ ପରେ ଆଜି ମିଳିଲା ଚତୁର୍ଥ ନିଖୋଜ ବ୍ୟକ୍ତି ରୋଡ ଗାଁର ସୁଶାନ୍ତ ସାହୁଙ୍କ ମୃତ ଦେହ
# ପୁରୀ ବିକାଶ ଦାୟିତ୍ୱରେ ଦାୟିତ୍ୱରେ ୨୦୧୮ ବ୍ୟାଚ୍ର ୫ ନୂଆ ଆଇଏଏସ୍ – ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ୍, ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେସ୍ ଦାସ ପାଟିଲ୍
# ଛାତ୍ର ସଂସଦ ଆବାହକ ଇତିଶ ଓ ପିସିସି ସଭାପତି ନିରଞ୍ଜନ ମୁହାଁମୁହିଁ – ନିରଞ୍ଜନ କହିଲେ ନିର୍ବାଚନରେ ହାରିବା ପରେ ଇତିଶ ନିରାଶ
# ସମ୍ବଲପୁର ଅଇଁଣ୍ଠାପାଲିରେ ଘରର କାନ୍ଥ ଭୁଶୁଡି ଜଣେ ମୃତ, ୨ ଆହତ
# ହୀରାକୁଦର ଆଉ ୩ଟି ଗେଟ୍ ଖୋଲିଲା – ବର୍ଦ୍ଧିତ ଜଳସ୍ତରକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ
# ପାରାଦ୍ୱୀପ ବନ୍ଦର ଭିତରେ ଦୁର୍ଘଟଣା ରୋକିବାକୁ ନୂଆ ଯୋଜନା – ନିଷିଦ୍ଧାଞ୍ଚଳରେ ଆରମ୍ଭ ହେଲା ବସ୍ ସେବା
# କେନ୍ଦୁଝର ଆନନ୍ଦପୁରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମାଡ – ପ୍ରତିବାଦ କରି ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ
ଜାତୀୟ
# ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କଲା ଇଡ଼ି; ଶିବକୁମାରଙ୍କର ଅଛି ୩୧୭ଟି ବ୍ୟାଙ୍କ ଆକାଉଣ୍ଟ
# ଦେଶ ପାଇଁ କ୍ଷତିକାରକ ବିଦେଶୀ ନାଗରିକ ତାଲିକାରେ ଅନ୍ତର୍ଭୁକ୍ତ ଶିଖ୍ ସଂପ୍ରଦାୟର ୩୧୨ ଜଣଙ୍କୁ ଭିସା ମିଳିବ ଓ ସେମାନେ ଭାରତ ଆସିପାରିବେ
# ଦିଲ୍ଲୀ ଘୋଷଣାନାମା ଗ୍ରହଣ ସହ ଜାତିସଂଘ କନ୍ଫରେନ୍ସ ଅଫ୍ ପାର୍ଟିଜ୍ର ଚତୁର୍ଦ୍ଦଶ ସମ୍ମିଳନୀ ଶେଷ
# ନ୍ୟାସନାଲ କନଫରେନ୍ସ ନେତାମାନଙ୍କୁ ଅଟକ ଥିବା ଦଳୀୟ ପ୍ରମୁଖ ତଥା ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କ ସହିତ ସାକ୍ଷାତ ଅନୁମତି ପ୍ରଦାନ କରିବାକୁ ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ପ୍ରଶାସନକୁ ନିର୍ଦ୍ଦେଶ
# ଆୟକର ଦାତାଙ୍କୁ ଆଶ୍ବସ୍ତି – ଆଉ ଯିବାକୁ ହେବନି ଆୟକର କାର୍ଯ୍ୟାଳୟ
# ସାମାଜିକ ଗଣମାଧ୍ୟମଗୁଡିକ ସହ ଆଧାର ସଂଯୋଗ ପାଇଁ ଚିନ୍ତା କରୁଛନ୍ତି କି ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି
# ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ହାଜତ ମିଆଦ ପାଞ୍ଚ ଦିନ ବୃଦ୍ଧି
# ରାମ ମନ୍ଦିର ଏବଂ ବାବରି ମସଜିଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣୀ – ସେଠାରେ ମସଜିଦ ଥିବା ଦାବୀ କରି ଦଲିଲ ଉପସ୍ଥାପନ କରିଛନ୍ତି ମୁସଲିମ ପକ୍ଷ
# ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ଓଲଟି ୧୧ ମୃତ, ୪ ନିଖୋଜ
# ଫାଇନ ଆଦାୟ ରେକର୍ଡ – ନୂଆଦିଲ୍ଲୀରେ ଟ୍ରାଫିକ୍ ନିୟମ ଭାଙ୍ଗି ଟ୍ରକ୍ ଡ୍ରାଇଭର ଗଣିଲେ ୨ ଲକ୍ଷ ଟଙ୍କା ଜରିମାନା
# ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନର ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ
# ଗିରଫ ହୋଇ ପାରନ୍ତି ରାଜୀବ କୁମାର – ସାରଦା ଚିଟ ଫଣ୍ଡ ମାମଲାରେ ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ହଟାଇଲେ କୋଲକାତା ହାଇକୋର୍ଟ
# ଅରୁଣାଚଳ ପ୍ରଦେଶ ସୀମାରେ ଭାରତ ମୁତୟନ କରିବ ଆଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର
# ଦିଲ୍ଲୀ ବିଶ୍ଵବିଦ୍ୟାଳୟ ନିର୍ବାଚନ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ – ଏବିଭିପିର ବିପୁଳ ବିଜୟ
# ମନି ଲଣ୍ଡରିଂ ମାମଲାରେ ଜଡିତ ରବର୍ଟ ଭଦ୍ରାଙ୍କୁ ବ୍ୟବସାୟ ଉଦ୍ଦେଶ୍ୟରେ ୨୧ ସେପ୍ଟେମ୍ବରରୁ ୮ ଅକ୍ଟୋବର ଯାଏଁ ସ୍ପେନ ଯାତ୍ରା ପାଇଁ ଅନୁମତି ପ୍ରଦାନ କଲେ ସ୍ୱତନ୍ତ୍ର ଜଜ୍ ଅରବିନ୍ଦ କୁମାର
# ଜାମ୍ମୁ କାଶ୍ମୀର କିସ୍ତୱାଡାରେ ପିଡିପିର ନେତା ନସୀରଙ୍କ ସୁରକ୍ଷାକର୍ମୀଙ୍କ ଠାରୁ ରାଇଫଲ ଛଡାଇ ଆତଙ୍କବାଦୀମାନେ
# ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍ ପ୍ରସଙ୍ଗ, ସୁପ୍ରିମକୋର୍ଟ କଲେ ଶୁଣାଣୀ – ସେପ୍ଟେମର ୨୪ ସୁଦ୍ଧା ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ
# ବିକ୍ରମ ଲ୍ୟାଣ୍ଡରକୁ ଖୋଜିବ ଆମେରିକାର ନାସା – ମଙ୍ଗଳବାର ଦିନ ବିକ୍ରମ ଲ୍ୟାଣ୍ଡିଂ ସ୍ଥାନ ଉପରେ ଊଡାଣ ଭରିବ ନାସାର ଅର୍ବିଟର
# ପୁଣି ଦିଲ୍ଲୀରେ ଲାଗୁ ହେବ ଅଡ-ଇଭିନ୍ ସ୍କିମ୍ କେଜରିୱାଲ କହିଲେ କାମ ହେବ ପ୍ରଦୂଷଣ
# ରାଜପଥ, ସଂସଦ ଭବନ ଏବଂ ସଚିବାଳୟର ହେବ ଆଧୁନୀକିକରଣ – ଡିଜାଇନ ପ୍ରସ୍ତୁତ କରୁଛନ୍ତି ସରକାର
# ପିଏନବି ଅର୍ଥ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ବିରୋଧରେ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସ ଜାରି
# ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କୁ ମୁମ୍ବାଇ ଦାଦର ରେଳ ଷ୍ଟେସନ୍ରେ ଟ୍ରେନ୍ ଭିତରେ ଅସଦାଚରଣ – ଗିରଫ ହେଲା ଜଣେ ଅସମାଜିକ ଯୁବକ
# ୪୦୦ ରେଳ ଷ୍ଟେସନରେ ମିଳିବ ମାଟି ପାତ୍ରରେ ଚା ଓ ଲସି
ଆନ୍ତର୍ଜାତିକ
# ଇମ୍ରାନ ଖାନକୁ ପାକ ଆଇନ ମନ୍ତ୍ରାଳୟର କଡା ଜବାବ – କାଶ୍ମୀର ପ୍ରସଙ୍ଗକୁ ଆଇସିଜେକୁ ନେବା ପାଇଁ ପାକିସ୍ତାନ ଏବଂ ଭାରତ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ
# ପାକ-ଶ୍ରୀଲଙ୍କା ସିମିତ ଓଭର ସିରିଜ: କୌଣସି ସିରିଜ ନିରପେକ୍ଷ ସ୍ଥାନରେ ଖେଳା ଯିବନି – ପାକିସ୍ତାନ କ୍ରିକେଟ ବୋର୍ଡ
# ଇମ୍ରାନ ଖାନଙ୍କ ଟ୍ୱିଟ – ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲେ ୫୮ ଦେଶ – କିନ୍ତୁ ଜାତିସଂଘରେ ଅଛନ୍ତି ୪୭ ସଭ୍ୟ ଦେଶ
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି – ଇରାନ ସରକାର ତାଙ୍କ ସହ କଥାବାର୍ତା ଓ ଆଲୋଚନା କରିବାକୁ ଚାହୁଁଛନ୍ତି



