www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗା ବ୍ଲକରେ ୨୨ ନୂଆ ନାଏବ ସରପଞ୍ଚ ନିର୍ବାଚିତ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୨୨ଟି ପଂଚାୟତରେ ୨୨ ଜଣ ନୂଆ ନାଏବ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ନୂତନଭାବେ ନିର୍ବାଚିତ ହୋଇଥିବା ନାଏବ ସରପଞ୍ଚଙ୍କ ତାଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।

୧.ଆଡେଣିଗଡ- କୁମୁଦିନୀ କହଁର।
୨.ବାମଣ୍ଡା- ବିରୁପାକ୍ଷ ମେଣ୍ଡଳି।
୩.ବନ୍ଧାପଥର- ବସନ୍ତ ଭୋଇ।
୪.ବାଣିଭୂଷଣପୁର- ସୌଦାମିନୀ ମଲ୍ଲିକ।
୫.ବୀରନରସିଂହପୁର- ଡଲି ବାଘ।
୬.ଛତ୍ରଙ୍ଗ- ସଞ୍ଜୟ ବେହେରା।
୭.ଧଳପୁର- ଦୁଃଖିଶ୍ୟାମ ବେହେରା।
୮.ହରଭଙ୍ଗା- ସୁଦାମ ସେଠୀ।
୯.କରଞ୍ଜକଟା- ଚାରୁଭାଷିନୀ ପ୍ରଧାନ।
୧୦.କୁଶଙ୍ଗ- ଫଗୁଣି ସେଠୀ।
୧୧.ଲୁଣିବାହାଲ- ହେମାନନ୍ଦ ମହାକୁଡ।
୧୨.ମଥୁରା- ରାଜେଶ୍ୱରୀ ମେହେର।
୧୩.ମହାଲ୍ଲିକପଡା- ମମତା ପ୍ରଧାନ।
୧୪.ପିତାମ୍ବରପୁର- ସବିତା ନାଏକ।
୧୫.ପୁରୁଣାକଟକ- ମମତା ପ୍ରଧାନ।
୧୬.ରାମଗଡ- ପ୍ରଦ୍ୟୁମ୍ନ ମହାକୁଡ।
୧୭.ରାଧାନଗର- ଇନ୍ଦୁରେଖା ବଣ୍ଡକି।
୧୮.ସାମ୍ପୋଚ୍‍- ଅକ୍ଷୟ କୁମାର ସାହୁ।
୧୯.ସରସରା- ମଧୁସ୍ମିତା ବେହେରା।
୨୦.ଶଙ୍କୁଲେଇ- ସୁରୁବାଲି ଭୋକ୍ତା।
୨୧.ତିଲେଶ୍ୱର- ରାଜେଶ୍ୱରୀ ପ୍ରଧାନ।
୨୨.ତଳଗାଁ- ସୁରେନ୍ଦ୍ର କହଁର।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories