www.samajalive.in
Saturday, December 6, 2025
16.1 C
Bhubaneswar

ଗଞ୍ଜାମ ବ୍ଲକରେ ନିୟମିତ ହେଲେ ୩୬ କନିଷ୍ଠ ଶିକ୍ଷକ

ଗଞ୍ଜାମ : ଗଞ୍ଜାମ ବ୍ଲକ ରେ କାର୍ଯ୍ୟରତ ୨୦୧୫ ମସିହାରେ ନିଯୁକ୍ତି ପାଇଥିବା ୩୬ ଜଣ କନିଷ୍ଠ ଶିକ୍ଷକଙ୍କୁ ବୁଧବାର ଦିନ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି। ଏନେଇ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ ପତ୍ର ପ୍ରଦାନ କରାଯଇଛି । ବି ଇ ଓ କାର୍ଯ୍ୟାଳୟରେ ବିଇଓ ଭାଗିରଥି ବେହେରା, ଏ ବିଇଓ ବିଜୟ ଚନ୍ଦ୍ର ବେହେରା ଉପସ୍ଥିତରେ ନିୟମିତ ପତ୍ର ଦିଆଯାଇଛି । ଏଥିପାଇଁ ଶିକ୍ଷକ ସଙ୍ଘ ପକ୍ଷରୁ ସଭାପତି ସଞ୍ଜୟ ତରାଇ, ସମ୍ପାଦକ ସିମାଞ୍ଚଳ ପାଣି, କୋଷାଧକ୍ଷ ଜିତେନ୍ଦ୍ର ନନ୍ଦ ପ୍ରମୁଖ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories