www.samajalive.in
Sunday, December 7, 2025
23.1 C
Bhubaneswar

ବୁଧବାର ଜପ କରନ୍ତୁ ଏହି ମନ୍ତ୍ର , ଦୂର ହେବ ସବୁ ଗ୍ରହଦୋଷ…

ନୂଆଦିଲ୍ଲୀ: ଭଗବାନ ଗଣେଷଙ୍କୁ ବିଘ୍ନକର୍ତ୍ତା କୁହାଯାଏ। ସବୁ ଦେବାଦେବୀଙ୍କଠାରୁ ପ୍ରାରମ୍ଭରେ ଗଜାନନଙ୍କୁ ପୂଜା କରାଯାଏ। ​‌ଯେ କୌଣସି ବି ଶୁଭ କାର୍ଯ୍ୟରେ ଗଣେଷଙ୍କୁ ପ୍ରଥମେ ପୂଜା କରାଯିବାର ବିଧି ରହିଛି। ବୁଧବାର ଦିନକୁ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ଲାଗି ସବୁଠୁ ଶୁଭ ଦିନ ବୋଲି ଗଣନା କରାଯାଏ। ତେଣୁ ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କଲେ ସୁଖ ସୌଭାଗ୍ୟ ପ୍ରାପ୍ତି ହେବା ସହ ସବୁ ଗ୍ରହ ଦୋଷ କଟିଥାଏ। ଯଦି ଆପଣମାନେ ପୂଜା ସହ ଦ୍ଵିଗୁଣ କୃପା ମିଳିବାକୁ ଚାହୁଁଛନ୍ତି , ତେବେ ଗଣେଶଙ୍କର ଏହି ମନ୍ତ୍ର ଜପ କରନ୍ତୁ। ଗଜାନନ ଏକାକ୍ଷର ମନ୍ତ୍ର ଭଗବାନ ଗଣେଷଙ୍କର ସବୁଠାରୁ ସରଳ ଏବଂ ପ୍ରଭାବଶାଳୀ ମନ୍ତ୍ର। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ଵାରା ସବୁ କଷ୍ଟ ଦୂର ହୋଇଥାଏ। ବୁଧବାର ଆପଣମାନେ ପ୍ରଭୁ ଗଣେଷଙ୍କୁ ପୂଜା କରିବା ସହ ଏହି ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ। ଏହାଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ। ଆହୁରି ମଧ୍ୟ ଏହି ମନ୍ତ୍ର ଜପ କଲେ ସମାଜରେ ସମ୍ମାନ ମିଳେ। ଯଦି ବାରମ୍ବାର ଚାକିରୀ ପାଇଁ ଚେଷ୍ଟା କରି ବିଫଳ ହେଉଛନ୍ତି, ତେବେ ଏହି ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ। ସହଜରେ ସମସ୍ୟା ଦୂର ହୋଇଯିବ। ଯଦି ଆପଣଙ୍କର ଗ୍ରହ ସମ୍ବନ୍ଧୀୟ କୌଣସି ଦୋଷ ରହୁଛି , ତେବେ ତାହା ମଧ୍ୟ ର୍ନିବିଘ୍ନରେ ଦୂର ହେବ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories