www.samajalive.in
Saturday, December 6, 2025
26.1 C
Bhubaneswar

ହାବାକ ଉଚ୍ଚ ବିଦ୍ୟାଳୟର ଗୌରବ ସବ୍ୟସାଚୀ

ଜି ଉଦୟଗିରି : ହାବାକ ଉଚ୍ଚ ବିଦ୍ୟାଳୟର ଗୌରବ ସବ୍ୟସାଚୀ ସାହୁ । ଓଡିଶା ପ୍ରଶାସନିକ ସେବାରେ ୫୩ ସ୍ତରରେ ରହିଛନ୍ତି ସବ୍ୟସାଚୀ । କନ୍ଧମାଳ ଜିଲ୍ଲା ବଣ ଜଙ୍ଗଲ ଘେରା ଟିକାବାଲି ବ୍ଲକ ଅନ୍ତର୍ଗତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତସ କୁମାର ସାହୁ ଓ ଟିକାବାଲି ବ୍ଲକ ଅନ୍ତର୍ଗତ ସଲପ ଗାଁ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ସୁଧାରାଣି ସାହୁଙ୍କ ପୁତ୍ର ସବ୍ୟସାଚୀ । ପ୍ରଥମରୁ ସପ୍ତମ ସରସ୍ଵତୀ ଶିଶୁ ମନ୍ଦିରର ଜି ଉଦୟଗିରିରେ ଅଧ୍ୟୟନ ପରେ ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ହବାକ ଉଚ୍ଚ ବିଦ୍ୟାଳୟରେ,  +୨ନୀଳକଣ୍ଠ ନଗର ବ୍ରହ୍ମପୁର, ବି ଏସ ସି ଏଜି ଓ ୟୁ ଏଟି ଭୁବନେଶ୍ବର, ଏମ ଏସ ସି ଏଜି ରାୟପୁର ଓ ପି ଏଚ ଡି ଉତ୍ତରାଖଣ୍ଡର ପନ୍ଥରେ ଅଧ୍ୟୟନ କରିଛନ୍ତି।  ଓଡିଶା ପ୍ରଶାସନିକ ସେବାରେ ୫୩ସ୍ତରରେ ଥାଇ କନ୍ଧମାଳ ଜିଲ୍ଲା ହାବାକ୍ ଉଚ୍ଚ ବିଦ୍ୟାଳୟର ଗୌରବ ବୃଦ୍ଧି କରାଇଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories