www.samajalive.in
Saturday, December 6, 2025
26.1 C
Bhubaneswar

ସଡଙ୍ଗବାହାଳି ଜଙ୍ଗଲରେ ୪ ଦନ୍ତା ହାତୀ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସଡଙ୍ଗବାହାଳି ଜଙ୍ଗଲରେ ୪ ଟି ଦନ୍ତା ହାତୀଙ୍କୁ ଠାବ କରାଯାଇଛି। ଏହି ଦନ୍ତା ଡାଳପକା ରୁ ବୈତରଣୀ ପାର ହୋଇ ଏରେଣ୍ଡେଇ , ବେଗୁନାଖମଣ, କୁମୁଳାବାହାଳି ,ଚିନାମାଳିପଶି ହୋଇ ସକାଳୁ ସକାଳୁ ସଡଙ୍ଗବାହାଳି ରେ ପହଞ୍ଚିଛନ୍ତି । ଦୀର୍ଘ ରାସ୍ତା ଅତିକ୍ରମ ସମୟରେ କେବଳ ଧାନ  ଫସଲ ଛଡା ସେମାନେ ଅନ୍ୟ କିଛି କ୍ଷତି କରି ନାହାନ୍ତି। ତେବେ ପାଖ ଜଙ୍ଗଲରେ ଏହି ହାତୀ ପଲ ଥିବାରୁ ଆଜି ଡୁମୁରିଆ ପଲାଣଘାଟି ଓ ଚିନାମାଳିପଶି ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମବାସୀଙ୍କୁ ଦନ୍ତା ଭୟ ଥିବାରୁ ଲୋକେ ସତର୍କ ଥିବା ଜଣାପଡିଛି। ଏହି ହାତୀପଲ ଙ୍କ ଉପରେ ତଣ୍ଡୋ ବିଟ ବନରକ୍ଷୀ ଦେବଜାନୀ ମହାନ୍ତ ଓ ଗଜ ସାଥୀମାନେ ନଜର ରଖିଥିବା ଜଣାପଡିଛି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories