କଟକ : ଏସ୍ସିବି ପରିସରରେ ଥିବା ଓମ୍ଫେଡ୍ ପାର୍ଲରରେ ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଅଗ୍ନିକାଣ୍ଡ ଯୋଗୁଁ ଓମଫେଡ୍ ପାର୍ଲରଟି ସଂପୂର୍ଣ୍ଣ ଜଳି ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଏସ୍ସିବି ପରିସରରେ ଥିବା ଓମ୍ଫେଡ୍ ପାର୍ଲରରେ ଅଗ୍ନିକାଣ୍ଡ
Popular Categories



