କନ୍ଧମାଳ : ନିଆଁରେ ପୋଡି ହୋଇ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଜି.ଉଦୟଗିରି ମଗରଗୁଡା ଗ୍ରାମରେ ଘଟିଛି। ଘର ଭିତରେ ନିଆଁରେ ପୋଡି ହୋଇ ମା’ ସହ ୯ମାସର ଶିଶୁ ଓ ୩ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



