MEllora 950×100

ବାଲି ଚୋରାଚାଲାଣ କରୁଥିବା ଦୁଇ ଟ୍ରାକ୍ଟରରୁ ଜୋରିମାନା ଆଦାୟ

ହରଭଙ୍ଗା: ହରଭଙ୍ଗା ତହସିଲଦାର ବୁଧୁବାର ସରସରା ଆର.ଆଇ ସର୍କଲର ବଘାରପାଲ୍ଲୀ ଘାଟରେ ଚଢାଉ କରି ଚୋରାଚାଲାଣ କରୁଥିବା ଦୁଇ ବାଲି ବୋଝେଇ ଟ୍ରାକ୍ଟରରୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଏହି ଚଢାଉବେଳେ ତହସିଦାଲରଙ୍କ ସହିତ ଅତିରିକ୍ତ ତହସିଲଦାର ହରିଓମ ଭୋଇ, ସୁପରଭାଇଜର ନିଶିକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.