www.samajalive.in
Saturday, December 6, 2025
14.1 C
Bhubaneswar

ବାଲି ଚୋରାଚାଲାଣ କରୁଥିବା ଦୁଇ ଟ୍ରାକ୍ଟରରୁ ଜୋରିମାନା ଆଦାୟ

ହରଭଙ୍ଗା: ହରଭଙ୍ଗା ତହସିଲଦାର ବୁଧୁବାର ସରସରା ଆର.ଆଇ ସର୍କଲର ବଘାରପାଲ୍ଲୀ ଘାଟରେ ଚଢାଉ କରି ଚୋରାଚାଲାଣ କରୁଥିବା ଦୁଇ ବାଲି ବୋଝେଇ ଟ୍ରାକ୍ଟରରୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଏହି ଚଢାଉବେଳେ ତହସିଦାଲରଙ୍କ ସହିତ ଅତିରିକ୍ତ ତହସିଲଦାର ହରିଓମ ଭୋଇ, ସୁପରଭାଇଜର ନିଶିକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories