କଟକ : ମାଲକାନଗିରି – ଜୟପୁର ରାସ୍ତାର ପଦ୍ମଗିରି ଛକରେ ଚାଷୀ ଧାରଣାରେ ବସିଛନ୍ତି। ଧାନମଣ୍ଡିରେ ଧାନ କିଣା ନଯିବା ପ୍ରତିବାଦରେ ଚାଷୀ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ ୧୫ ଦିନ ହେବ ମଣ୍ଡିରେ ଧାନ ପଡ଼ିରହିଛି। ମାତ୍ର ଏହା କିଣାହେଉନାହିଁ। ଚାଷୀଙ୍କ ସହ ଧାରଣାରେ ଜିଲ୍ଲାପରିଷଦ ସଭାପତି ଦଶରଥ ପଡ଼ିଆମୀ ଯୋଗ ଦେଇଛନ୍ତି।
Popular Categories



