www.samajalive.in
Wednesday, December 10, 2025
18.1 C
Bhubaneswar

ଦୈନିକ ସମାଜର ମୁଖ୍ୟ ପରିଚାଳକଙ୍କ ନାମରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ଭୁବନେଶ୍ୱର – ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଷ୍ଠିତ ଏବଂ ଜଣାଶୁଣା ଲୋକଙ୍କ ନାମରେ ମିଛ ଫୋନ୍‌ କରି ଟଙ୍କା ମାଗିବା ଏବଂ ବିଭିନ୍ନ ସୁବିଧା ଆପଣେଇବାରେ ଅପରାଧିମାନ ଧୂରନ୍ଧର । ଫେସ୍‌ବୁକ୍‌ ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଫେକ୍‌ ଆକାଉଣ୍ଟ କରି ଟଙ୍କା ଏବଂ ସାହାଯ୍ୟ ମାଗିବ ଏବେ ବ୍ୟାପକ ଭାବେ ହେଉଛି ।

ଦୈନିକ ସମାଜ ଖବର କାଗଜର ମୁଖ୍ୟ ପରିଚାଳକ ଶିବରାମ ମିଶ୍ରଙ୍କ ନାମରେ କେହି ସାଇବର ଅପରାଧି ଏକ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ବିଭନ୍ନ ବ୍ୟକ୍ତିଙ୍କୁ ଟଙ୍କା ମାଗୁଛନ୍ତି । ଏହି ଫେକ୍‌ ଆକାଉଣ୍ଟଙ୍କର କୈଣସି ମେସେଜ୍‌ର ପ୍ରତ୍ୟୁତ୍ତର ନଦେବା ସହ କୌଣସି ଆର୍ଥିକ କାରବାରନ ନ କରିବା ପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।

- Advertisement -

ଏହି ଆକାଉଣ୍ଟକୁ ଫେସ୍‌ବୁକ୍‌ରେ ରିପୋର୍ଟ କରିବା ପାଇଁ ସେ କହିଛନ୍ତି ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories