BJD Bijuli 480×75 Mob

୨୦୨୪ ନିର୍ବାଚନ ବିଗୁଲ୍‌‌ ; ଓଡିଶାରେ ୪ ପର୍ଯ୍ୟାୟରେ ଭୋଟ ଗ୍ରହଣ

ମେ ୧୩, ମେ ୨୦, ମେ ୨୫, ଏବଂ ଜୁନ୍‌‌୧ରେ ଭୋଟ ଗ୍ରହଣ

BJD Bijuli 480×75 Mob

ଭୁବନେଶ୍ୱର : ବାଜିଲା ୨୦୨୪ ନିର୍ବାଚନ ବିଗୁଲ୍‌‌। ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ। ଭାରତୀୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଯୋଗେ ଶନିବାର ତାରିଖ ଘୋଷଣା କରିଛନ୍ତି।  ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫, ଏବଂ ଜୁନ୍‌‌୧ରେ ଭୋଟ ଗ୍ରହଣ ହେବ। ଜୁନ୍‌‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି ହେବ। ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ। ଜୁନ୍‌‌ ୪ ମଙ୍ଗଳବାର ଦିନ ଭୋଟ ଗଣତି ହେବ।

Comments are closed.