ମୁମ୍ବଇ: ରାଜକୁମାର ରାଓ ଜଣେ ଏପରି ଅଭିନେତା, ତାଙ୍କୁ ଯେକୌଣସି ଚରିତ୍ର ଦେଲେ ସେ ତାକୁ ଜୀବନ୍ତ କରିଦିଅନ୍ତି। ତେବେ ରାଜକୁମାରଙ୍କୁ ଏଣିକି ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିବ। ଲୋକପ୍ରିୟ ଅଭିନେତା ରାଜକୁମାର ରାଓଙ୍କୁ ନିଜ ନେସନାଲ ଆଇକନ୍ କରିଛନ୍ତି ନିର୍ବାଚନ ଆୟୋଗ। ଖୁବ୍ଶୀଘ୍ର ସେ ଜନସାଧାରଣଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ ତଥା ନିବେଦନ କରୁଥିବା ନଜର ଆସିବେ।
Popular Categories



