www.samajalive.in
Monday, December 8, 2025
27.1 C
Bhubaneswar

ନବରାତ୍ରୀରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି କୁମ୍‌‌ କୁମ୍‌‌ ପୂଜା

ଛତ୍ରପୁର: ନବରାତ୍ର ପୂଜା ଉପଲକ୍ଷେ ଗଞ୍ଜାମ ଜିଲା ଛତ୍ରପୁରରେ ଆୟୋଜିତ ହୋଇଛି କୁମ୍‌‌ କୁମ୍‌‌ ପୂଜା। ତେଲୁଗୁ ସଂମ୍ରଦାୟର ନିଆରା ସଂସ୍କୃତି ଓ ପରମ୍ପରା ହେଉଛି ଏହି କୁମ୍‌‌ କୁମ୍‌‌ ପୂଜା। ତେଲୁଗୁ ମହିଳାମାନେ ନବରାତ୍ର ସମୟରେ ସଂସ୍କୃତି ଓ ପରମ୍ପରା ଅନୁସାରେ ଏକାଠି ହୋଇ ଏହି କୁମ୍‌‌ କୁମ୍‌‌ ବ୍ରତ ପାଳିଥାନ୍ତି। ସ୍ୱାମୀର ଦିର୍ଘାୟୁ କାମନା ଓ ପରିବାର ମଙ୍ଗଳକାମନା କରି ମହିଳାମାନେ ଏହି ପୂଜା କରିଥାନ୍ତି। ଏହି ଅବସରରେ ଛତ୍ରପୁର ସ୍ଥିତ ମା ରାମାୟାଣାମା ଠାକୁରାଣୀ ମନ୍ଦିର ପରିସରରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ତେଲୁଗୁ ସମ୍ପ୍ରଦାୟର ମହିଳା ଏକାଠି ହୋଇ ଏହି ବ୍ରତ ପାଳନ କରିଥିଲେ। ଏହି ନିଆରା ପରମ୍ପରାକୁ ପାଳନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories