ସମାଜ ଡିଜିଟାଲ ଡେସ୍କ: କୁହାଯାଏ ରଖେ ହରି ତ ମାରେ କିଏ। ପାଣିରେ ନବଜାତ ହରିଣଟି ବୁଡି ଯାଉଥିବା ବେଳେ କୁକୁରଟି ଯାଇ ତା’ର ଜୀବନ ରକ୍ଷା କରିଛି। କୁକୁରର ଏଭଳି କାର୍ଯ୍ୟ ଦେଖି ସଭିଏଁ ପ୍ରଶଂସା କରିଛନ୍ତି। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।
पता नहीं किस रूप में आकर नारायण मिल जाएगा
जय गोविंदा ❣️https://t.co/nCVPOlXn5M pic.twitter.com/tD4ZuLIV6A
— प्रिया पुरोहित (@Priya_purohit1) September 16, 2024



