www.samajalive.in
Saturday, December 6, 2025
26.1 C
Bhubaneswar

ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଜୋତପୁର ସ୍ଥିତ କାଳିନ୍ଦୀକୁଞ୍ଜ ଅଞ୍ଚଳର ନୀମା ହସ୍ପିଟାଲରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ହସ୍ପିଟାଲ ଭିତରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଡାକ୍ତର ଜଣଙ୍କ ହେଲେ ଯାବେଦ ହୋଇଥିବା େଳେ କାହିଁକି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଆହତ ଅବସ୍ଥାରେ ଦୁଇ ଜଣ ଦୁର୍ବୃତ୍ତ ମେଡିକାଲକୁ ଆସିଥିଲେ। ଏହା ପରେ ଡ୍ରେସିଂ କରି ଡାକ୍ତରଙ୍କୁ ଭେଟିବାକୁ କହି କ୍ୟାବିନକୁ ଯାଇଥିଲେ। ସେଠାରେ ୨ଜଣ ଯୁବକ ଡାକ୍ତରଙ୍କୁ ଗୁଳି କରିଥିବା ସୂଚନା ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories