mission shakti banner

ଡକାୟତି ଯୋଜନା ପଣ୍ଡ, ପୁଲିସ ଜାଲରେ ୬ ଡକାୟତ

BSKY banner  750×100
0

ବ୍ରହ୍ମପୁର: ପଣ୍ଡ ହେଲା ଡକାୟତି ଯୋଜନା ।  ବ୍ରହ୍ମପୁର ଜି.ଆର.ପି ପୁଲିସ ଦ୍ବାରା ୬ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି  ମୋବାଇଲ, ଗୋଟିଏ ଖଣ୍ଡା, ନଗତ ଛଅ ହଜାର ଟଙ୍କା ଜବତ କରିଥିବା ପୁଲିସ ସୂଚନା ଦେଇଛି । ବ୍ରହ୍ମପୁର ଠାରୁ ଖୋର୍ଦ୍ଧା ମଧ୍ୟରେ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନରୁ ଏମାନେ ଡକାୟତି କରୁଥିବା ଜଣାପଡିଛି । ଡକାୟତି ଯୋଜନା କରୁଥିବା ବେଳେ ଜି.ଆର.ପି ପୁଲିସ ଗିରଫ କରିଥିବା ସୂଚନା ଦେଇଛି ।

Leave A Reply