www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; କାଠଯୋଡ଼ିରୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର

କଟକ: କାଠଯୋଡ଼ିରୁ ଏକ ଘଡ଼ିଆଳ (ଥଣ୍ଟିଆ କୁମ୍ଭୀର) ଉଦ୍ଧାର ହୋଇଥିବା ବୁଧବାର ଖବର ସାମ୍ନାକୁ ଆସିଛି । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼ିରେ ଏହି କୁମ୍ଭୀର ରହିଥିଲା । ଖାନନଗର କାଠଯୋଡ଼ି ନଦୀ ପଠାରେ ଜୟନ୍ତ ବେହେରା ନାମକ ବ୍ୟକ୍ତି ମାଛ ଧରିବା ସମୟରେ ଏହି ଛୁଆ କୁମ୍ଭୀରକୁ ଦେଖି ରେଞ୍ଜ ଯୋନକୁ ଖବର ଦେଇଥିଲେ। ଏହାପରେ ଟିମ ସେଠାରେ ପହଁଚି କୁମ୍ଭୀରକୁ ଉଦ୍ଧାର କରିଥିଲେ ।

ଏହା ୪ ମାସର ଘଡ଼ିଆଳ କୁମ୍ଭୀର। ଲମ୍ବ ପ୍ରାୟ ଦୁଇ ଫୁଟ। କୁମ୍ଭୀରକୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ ଡିଏଫଓଙ୍କ ନିର୍ଦେଶ କ୍ରମେ ନନ୍ଦନକାନନ ନହଲେ ସାତକୋଶିଆରେ ଛଡାଯିବ ବୋଲି କଟକ ବନାଞ୍ଚଳ ଅଧିକାରୀ ରଶ୍ମିରେଖା ପରିଡା କହିଛନ୍ତି ।

ସାଉଥ୍‌ ସୁପରଷ୍ଟାରଙ୍କ ଏହି ଫିଲ୍ମ ରିଲିଜ୍‌ର ୧୦ ଦିନ ପୂର୍ବରୁ ଆୟ କଲା ୧୪ କୋଟି, ବକ୍ସ ଅଫିସ୍‌ରେ କରିବ ଧମାକା..

- Advertisement -

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories