ସାଉଥ୍‌ ସୁପରଷ୍ଟାରଙ୍କ ଏହି ଫିଲ୍ମ ରିଲିଜ୍‌ର ୧୦ ଦିନ ପୂର୍ବରୁ ଆୟ କଲା ୧୪ କୋଟି, ବକ୍ସ ଅଫିସ୍‌ରେ କରିବ ଧମାକା..

ନୂଆଦିଲ୍ଲୀ : କୋର୍ଟଲା ଶିବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଜୁନିଅର ଏନଟିଆର, ଜାହ୍ନବୀ କପୁର, ପ୍ରକାଶ ରାଜ ଓ ସୈଫ ଅଲ୍ଲି ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦେବରା’ ୨୭ ସେପ୍ଟେମ୍ବରରେ ତେଲୁଗୁ, ତାମିଲ, କନ୍ନଡ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବାକୁ ଯାଉଛି । ନିକଟରେ ଚେନ୍ନାଇରେ ‘ଦେବରା’ର ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । ଏହି ସମୟରେ ‘ଦେବରା’ ଟିମ୍‌ର ଅନେକ ସଦସ୍ୟ ଫିଲ୍ମ ସହ ଜଡିତ ନିଜ ଅନୁଭବ ଶେୟାର କରିଛନ୍ତି । ଫିଲ୍ମରେ … Continue reading ସାଉଥ୍‌ ସୁପରଷ୍ଟାରଙ୍କ ଏହି ଫିଲ୍ମ ରିଲିଜ୍‌ର ୧୦ ଦିନ ପୂର୍ବରୁ ଆୟ କଲା ୧୪ କୋଟି, ବକ୍ସ ଅଫିସ୍‌ରେ କରିବ ଧମାକା..