www.samajalive.in
Saturday, December 13, 2025
14.1 C
Bhubaneswar

ମିଜୋରାମରେ ମତଗଣନା ଆରମ୍ଭ ଜେଡ୍‌ପିଏମ୍ ଆଗରେ

ନୂଆଦିଲ୍ଲୀ- ମିଜୋରାମ ବିଧାନସଭାରେ ୯୦ଟି ଆସନ ପାଇଁ ମତଗଣନା ଆରମ୍ଭ ହୋଇଛି ।  ଏମ୍‌ଏନ୍‌ଏଫ୍‌ ୧୦ଟି ଆସନରେ ଆସନରେ ଆଗୁଆ ଥିବା ବେଳେ ଜେଡ୍‌ପିଏମ୍‌ ୨୨ ଟି କଂଗ୍ରେସ ୧ଟି ଏବଂ ବିଜେପି ୨ ଆସନରେ ଆଗୁଆ ରହିଛି । ମତଗଣନା ଚାଲୁ ରହିଥିବା ବେଳେ ଆଗକୁ   ପରିବର୍ତ୍ତନ ହୋଇପାରେ ।

ପିପୁଲସ୍‌ ମୁଭମେଣ୍ଟ ଏବେ ସରକାରରେ ଥିବା ମିଜୋ ନ୍ୟାସନାଲ୍‌ ଫ୍ରଣ୍ଟଠାରୁ ବେଶ୍ ଆଗରେ ରହିଛି । ରବିବାରରେ ମିଜୋରାମ ଲୋକ ପ୍ରାର୍ଥନାରେ ଅଧିକ ସମୟ ରହୁଥିବାରୁ ଏହାର ମତଗଣନା ଦିନ ବଦଳାଇବା ପାଇଁ କୁହାଯାଇଥିଲା । ଏଥିପାଇଁ ସୋମବାରରେ ମତଗଣନା କରାଯାଉଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories