www.samajalive.in
Saturday, December 6, 2025
26.1 C
Bhubaneswar

ବେଦାନ୍ତ ପକ୍ଷରୁ ଅଞ୍ଚଳରେ ସାବୁନ୍ ଓ ମାସ୍କ ବିତରଣ ଅଭିଯାନ ଜୋରଦାର

ଲାଞ୍ଜିଗଡ଼ : ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ମାସ୍କ ଓ ସାବୁନ୍ ହସ୍ତାନ୍ତର କରାଯାଇଛି। ଏପର୍ୟ୍ୟନ୍ତ କମ୍ପାନି ପକ୍ଷରୁ ୧୫ହଜାରରୁ ଉର୍ଦ୍ଧ୍ବ ମାସ୍କ ତଥା ୧୦ହଜାରରୁ ଉର୍ଦ୍ଧ୍ବ ସାବୁନ୍ ଅଞ୍ଚଳରେ ବିତରଣ ସରିଥିବା ବେଳେ ବେଦାନ୍ତ ହସ୍ପିଟାଲ ଏବଂ କମ୍ପାନି ଅଧିକାରୀମାନେ ପାଶ୍ବବର୍ତ୍ତି ଅଞ୍ଚଳ ଗସ୍ତ କରି ମାସ୍କ ତଥା ସାବୁନ୍ ବାଣ୍ଟିବା ସହିତ ଲୋକଙ୍କୁ ଭୟଭୀତ ନହୋଇ ନିଜର ସ୍ବଚ୍ଛତା ତଥା ପରିଚ୍ଛନ୍ନତା ଉପରେ ବିଶେଷ ଦୃଷ୍ଟି ଦେବା ସହିତ ସୁଷମ ଖାଦ୍ୟ ଖାଇବା ପାଇଁ ବୁଝାଉଛନ୍ତି। ଅଧିକରୁ ଅଧିକ ଜନସଚେତନତା ନେଇ ସରକାର ତଥା ଜିଲା ପ୍ରଶାସନର ସହଭାଗିତାରେ ବେଦାନ୍ତ ଜନସଚେତନତା ଅଭିଯାନ ତ୍ବରାନ୍ବିତ କରିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories