ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ବିଭିନ୍ନ ଦେଶରୁ ୧୪ଲକ୍ଷ ୧୨ହଜାର ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଗୁରୁବାର ରାଜ୍ୟସଭାରେ ଲିଖିତ ଉତ୍ତରରେ ଜଣାଇଛନ୍ତି େଯ ବନ୍ଦେ ଭାରତ ମିଶନରେ ୫୬,୮୭୪ ଭାରତୀୟଙ୍କୁ ଅଣାଯାଇଛି।
Popular Categories



