ରାଜ୍ୟରେ ଆଉ ୩୮୫ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୩୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷରୁ କମ ୫୮। ସଙ୍ଗରୋଧରୁ ୨୨୪ ଓ ସ୍ଥାନୀୟ ୧୬୧। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୪୫୪କୁ ବୃଦ୍ଧି ପାଇଛି।
Covid-19 Report For 18th August
New Positive Cases: 385
Of which 0-18 years: 58
In quarantine: 224
Local contacts: 161(Details of local contacts will be shared by concerned District)
1. Balasore: 7
2. Bargarh: 15
3. Bhadrak: 2
4. Balangir: 20
5. Boudh: 8
6. Cuttack: 10— I & PR Department, Odisha (@IPR_Odisha) August 19, 2022
23. Rayagada: 3
24. Sambalpur: 22
25. Sonepur: 3
26. Sundargarh: 83
27. State Pool: 21New recoveries: 502
Cumulative tested: 32987952
Positive: 1324454
Recovered: 1312449
Active cases: 2791— I & PR Department, Odisha (@IPR_Odisha) August 19, 2022
୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ୭, ବରଗଡ ୧୫, ଭଦ୍ରକ ୨, ବଲାଙ୍ଗୀର ୨୦, ବୌଦ୍ଧ ୮, କଟକ ୧୦, ଦେଓଗଡ ୩, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୬, ଝାରସୁଗୁଡା ୩, କଳାହାଣ୍ଡି ୧୭, କନ୍ଧମାଳ ୩, କେନ୍ଦ୍ରାପଡା ୪, କେନ୍ଦୁଝର ୭, ଖୋର୍ଦ୍ଧା ୮୫, କୋରାପୁଟ ୩, ମୟୁରଭଞ୍ଜ ୧୪, ନବରଙ୍ଗପୁର ୧୩, ନୟାଗଡ ୧୧, ନୂଆପଡା ୧୩, ରାୟଗଡା ୩, ସମ୍ବଲପୁର ୨୨, ସୋନପୁର ୩, ସୁନ୍ଦରଗଡ ୮୩, ଷ୍ଟେଟପୁଲରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୩,୧୨,୪୪୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୭୯୧ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.