ରାଜ୍ୟରେ ୩୨୦ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୧,ସଙ୍ଗରୋଧରୁ ୧୮୭,ସ୍ଥାନୀୟ ୧୩୩।
Covid-19 Report For 19th August
New Positive Cases: 320
Of which 0-18 years: 41
In quarantine: 187
Local contacts: 133(Details of local contacts will be shared by concerned District)
1. Angul: 1
2. Balasore: 5
3. Bargarh: 13
4. Bhadrak: 5
5. Balangir: 13
6. Boudh: 17— I & PR Department, Odisha (@IPR_Odisha) August 20, 2022
24. Puri: 3
25. Sambalpur: 24
26. Sonepur: 7
27. Sundargarh: 45
28. State Pool: 11New recoveries: 452
Cumulative tested: 33004657
Positive: 1324774
Recovered: 1312901
Active cases: 2658— I & PR Department, Odisha (@IPR_Odisha) August 20, 2022
୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୫, ବରଗଡ ୧୩, ଭଦ୍ରକ ୫, ବଲାଙ୍ଗୀର ୧୩, ବୌଦ୍ଧ ୧୭, କଟକ ୧୪, ଦେଓଗଡ ୪, ଗଜପତି ୫, ଗଞ୍ଜାମ ୨, ଜଗତସିଂହପୁର ୬, ଯାଜପୁର ୫, ଝାରସୁଗୁଡା ୫, କଳାହାଣ୍ଡି ୩୩, କନ୍ଧମାଳ ୯, କେନ୍ଦ୍ରାପଡା ୪, କେନ୍ଦୁଝର ୪, ଖୋର୍ଦ୍ଧା ୪୯, କୋରାପୁଟ ୩, ମୟୁରଭଞ୍ଜ ୧୨, ନବରଙ୍ଗପୁର ୮, ନୟାଗଡ ୨, ନୂଆପଡା ୧୧, ପୁରୀ ୩, ସମ୍ବଲପୁର ୨୪, ସୋନପୁର ୭, ସୁନ୍ଦରଗଡ ୪୫, ଷ୍ଟେଟ ପୁଲରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୭୭୪କୁ ବୃଦ୍ଧି ପାଇଛି। ୧୩,୧୨,୯୦୧ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୬୫୮ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.