www.samajalive.in
Tuesday, December 9, 2025
17.1 C
Bhubaneswar

ପଞ୍ଜାବ ନିର୍ବାଚନ: କେଜ୍ରିୱାଲଙ୍କ ଅଭିଯୋଗ, ୭୦ ବର୍ଷ ଶାସନରେ ଜଳ ଯୋଗାଣରେ ବିଫଳ ହୋଇଛି କଂଗ୍ରେସ

ଜଲାଲାବାଦ: ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ୭୦ ବର୍ଷ ମଧ୍ୟରେ ପଞ୍ଜାବର ଗାଁଗୁଡିକୁ କଂଗ୍ରେସ ଜଳ ଯୋଗାଣ କରିପାରି ନାହିଁ। ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଜଲାଲାବାଦରେ ଏକ ରାସ୍ତାକଡ ସଭା (ନୁକ୍କଡ ସଭା)କୁ ସମ୍ବୋଧିତ କରି କେଜରିୱାଲ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଶାସିତ ରାଜ୍ୟରେ ୧୫୦ଟି ଗାଁରେ ଜଳ ଯୋଗାଣ ବ୍ୟବସ୍ତା ନାହିଁ। ସେ କହିଛନ୍ତି, ୧୫୦ଟି ଗାଁରେ ଜଳ ଯୋଗାଣ ନାହିଁ, ଗତ ୫ ବର୍ଷରେ କଂଗ୍ରେସ କଣ କରିଛି ତାହା ଜଣାନାହିଁ। ଯାହା ଗତ ୭୦ ବର୍ଷ ମଧ୍ୟରେ ହୋଇନାହିଁ, ଆମ ଆଦମୀ ପାର୍ଟି ତାହା କରି ଦେଖାଇବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

ଚଳିତ ମାସ ୨୦ରେ ପଞ୍ଜାବରେ ୧୧୭ଟି ବିଧାନସଭା ଆସନ ପାଇଁ ବିଧାନସଭା ନିର୍ବାଚନ ହେବ। ଫଳାଫଳ ମାର୍ଚ୍ଚ ୧୦ରେ ଘୋଷଣା ହେବ। ରାଜ୍ୟରେ ୨୦୧୭ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୭୭ଟି ଆସନ ହାସଲ କରି ଶାସନ କ୍ଷମତାକୁ ଆସିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories