ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଜିତେନ୍ଦ୍ର ଆଗାମୀ ଦିନରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବନ୍ଧୁମାନଙ୍କୁ ସଂଗଠିତ କରି କଂଗ୍ରେସ ଦଳ ମାଧ୍ୟମରେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ବୋଲି ପିିସିସି ଉପସଭାପତି ଯଜ୍ଞେଶ୍ବର ବାବୁ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

 

kalyan agarbati

Comments are closed.