www.samajalive.in
Thursday, December 11, 2025
16.1 C
Bhubaneswar

ଏପ୍ରିଲ ୯ରେ ସିଏମ୍‌ଏଟି ପରୀକ୍ଷା

ଭୁବନେଶ୍ବର: ବିଭିନ୍ନ ପରିଚାଳନା ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଏପ୍ରିଲ ୯ରେ କମନ ମ୍ୟାନେଜମେଣ୍ଟ ଆଡମିସନ ଟେଷ୍ଟ (ସିଏମ୍‌ଏଟି) ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ଦ୍ବାରା ପରିଚାଳିତ। ପରୀକ୍ଷା ଗୋଟିଏ ଅଧିବେଶନରେ କରାଯିବ। ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସଞ୍ଚାର ମାଧ୍ୟମରେ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବେ। ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଆଇନ ଏବଂ ଏମବିଏ ପରି ଅନ୍ୟାନ୍ୟ ପରିଚାଳନା ପାଠ୍ୟକ୍ରମରେ ନାମଲେଖାଇ ପାରିବେ। ଆବେଦନକାରୀ ୱେବସାଇଟ (nta.ac.in/cmat.nta.nic.in)ରୁ ଅଧିକ ସୂଚନା ପାଇ ପାରିବେ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories